- ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୯୨ ହଜାର ୫୨୭କୁ ବୃଦ୍ଧି, କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୮୭ ଲକ୍ଷ ୧୦ ହଜାର ୧୭୮, କୋରୋନାରୁ ସୁସ୍ଥ ସଂଖ୍ୟା ୮ କୋଟି ୭ ଲକ୍ଷ ୧୯ ହଜାର ୮୮୩
- ଉତ୍ତର ଭାରତରେ ଭୂମିକମ୍ପ ଝଟ୍କା । ଦିଲ୍ଲୀ-NCRରେ ଭୂମିକମ୍ପ ଝଟ୍କା ଅନୁଭୂତ । ଚଣ୍ଡୀଗଡ଼ ଓ ଉତ୍ତରାଖଣ୍ଡ, ଜମ୍ମୁରେ ଭୂକମ୍ପର ଜୋର୍ଦାର ଝଟ୍କା । ଆଫଗାନିସ୍ତାରେ ଭୂକମ୍ପର କେନ୍ଦ୍ରସ୍ଥଳ । ତାଜିକସ୍ତାନରେ ୬.୧ ତିବ୍ରତାର ଭୂକମ୍ପ ଅନୁଭୂତ