ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍‌ । ଭୁବନେଶ୍ବର ତମାଣ୍ଡୋ ଥାନାରେ ପୀଡ଼ିତା ମହିଳାଙ୍କ ଅଭିଯୋଗ । ୬ ମାସ ପୂର୍ବରୁ ମହିଳାଙ୍କ ସହ ସଂପର୍କ ସ୍ଥାପନ କରିଥିଲା ଅଭିଯୁକ୍ତ । ଚାକିରି ଦେବା ନାଁରେ ସୁନା ଗହଣା ବି ଲୁଟି ନେଇଥିବା ଅଭିଯୋଗ

Facebook Comments

Leave a Reply

Your email address will not be published. Required fields are marked *