- ଚାକିରିରୁ ବହିଷ୍କୃତ ପୁଲିସ କର୍ମଚାରୀଙ୍କୁ ୨୫ ବର୍ଷ ପରେ ନ୍ୟାୟ: ଚାକିରିରେ ପୁନଃଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଚାକିରିର ବର୍ଷେ ପରେ ଦୋଳମଣି ବିଶିଙ୍କୁ ବହିଷ୍କାର କରାଯାଇଥିଲା, ୧ ସେମି ଉଚ୍ଚତା କମ ଥିବା ଦର୍ଶାଇ ୧୯୯୪ରେ ବହିଷ୍କାର କରାଯାଇଥିଲା
- ଭାରତୀୟ ଜାତୀୟ ରଗ୍ବୀ ଦଳର ପ୍ରାୟୋଜକ ହେଲା ଓଡ଼ିଶା । ଆଗାମୀ ୩ ବର୍ଷ ପାଇଁ ରଗ୍ବୀ ଦଳକୁ ସ୍ପନସର କରିବେ ଓଡ଼ିଶା ସରକାର । ଓଡ଼ିଶା ସରକାର ଓ ରଗ୍ବୀ ଇଣ୍ଡିଆ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ । ପୂର୍ବରୁ ଭାରତୀୟ ହକି ଦଳର ପ୍ରାୟୋଜକ ରହିଛି ଓଡ଼ିଶା