- ଅଭୟକାନ୍ତ ପାଠକ ଓ ଆକାଶଙ୍କ ସପକ୍ଷରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ । IFS ଅଭୟକାନ୍ତ ପାଠକ ହେଉଛନ୍ତି ଜଣେ ବେଷ୍ଟ ଅଫିସର । ତାଙ୍କ ନାଁରେ ଯଦି କିଛି ପ୍ରମାଣ ଅଛି ଯୋଗାଡ଼ କର । IFS ଅଭୟକାନ୍ତ ପାଠକଙ୍କୁ ସରକାରୀ ଘର ମିଳିନଥିଲା । ୨୦୧୮ ଫେବ୍ରୁଆରିରୁ ଆକାଶ ପାଠକ ଚାକିରି କରିଛନ୍ତି : ପ୍ରଦୀପ
- କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ, ବୟାଳିଶ ମୌଜା ଶ୍ରୀରାମବଜାର ଅଞ୍ଚଳରୁ ଏହାକୁ ଠାବ କଲା ପୁଲିସ୍, ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ସହିତ କେମିକାଲ ଓ ଯନ୍ତ୍ରାଂଶ ଜବତ, ଜଣେ ଅଟକ