Fast News Top News ବ୍ରହ୍ମପୁର ବଡ଼ବଜାରରେ ହନୁମାନ ପଇସା ଠକେଇର ପର୍ଦ୍ଦାଫାସ, ହନୁମାନ ପଇସା ଦେବା ନାଁରେ ହୋଇଥିଲା ୨ କୋଟି ଟଙ୍କାର ଠକେଇ, ଠକେଇ ମାମଲାରେ ୭ ଗିରଫ, ୩ଟି ହନୁମାନ ପଇସା ଜବତ, ଦେଢ଼ଲକ୍ଷ ଟଙ୍କା, ବାଇକ୍, ସ୍ପିରିଟ୍ ଓ ଚୁମ୍ବକ ଜବତ କଲା ପୋଲିସ January 26, 2021 admin 0 Comments Read more
Fast News ପୁରୀ ଏସ୍ପିଙ୍କ ନାଁରେ ଫେସ୍ବୁକରେ ଖୋଲାଯାଇଛି ଫେକ୍ ଆକାଉଣ୍ଟ । ଦୁର୍ବୃତ୍ତଙ୍କ ଜାଲିଆତି ନେଇ ସୂଚନା ଦେଲେ SP କନୱର ବିଶାଲ ସିଂହ । ଫେକ୍ ଆକାଉଣ୍ଟର ବିଧିବଦ୍ଧ ତଦନ୍ତ ଆରମ୍ଭ କଲା ପୋଲିସ । ଆକାଉଣ୍ଟରେ ଏସ୍ପିଙ୍କ ସହ କେନ୍ଦ୍ରାଞ୍ଚଳ DIGଙ୍କ ଫଟୋ ରହିଥିବା ସୂଚନା January 25, 2021 admin 0 Comments Read more
Fast News ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଅଚଳ ଖବର ପ୍ରସଙ୍ଗ । ରିଜର୍ଭ ବ୍ୟାଙ୍କର ସ୍ପଷ୍ଟୋକ୍ତି: ଏସବୁ ଖବର ମିଛ । ଖୁବ୍ଶୀଘ୍ର ପୁରୁଣା ନୋଟ ଅଚଳ ହେବା ନେଇ ଚର୍ଚ୍ଚା ହୋଇଥିଲା January 25, 2021 admin 0 Comments Read more
Fast News ହାଇକୋର୍ଟରେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଦ୍ଵିତୀୟ ଥର ଶବ ବ୍ୟବଚ୍ଛେଦ ଓ ଜବତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ପୂର୍ବ ରିପୋର୍ଟ ଅସ୍ପଷ୍ଟ ଥିବାରୁ ଆଉ ଥରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ January 25, 2021 admin 0 Comments Read more
Fast News ସାଂସଦ ଓ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଚିଠି ପ୍ରସଙ୍ଗ । ୨ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ୨ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ । ବିଷ୍ଣୁପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ JBR ବାଳିକା ଉଚ୍ଚ ବିଦ୍ୟାଳୟ January 25, 2021 admin 0 Comments Read more
Fast News ମହିଳା, ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ୍ ଶାଖା; ମହିଳା, ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ୍ ଶାଖା ନିମନ୍ତେ ପଦବୀ ମଂଜୁର; ସ୍ୱତନ୍ତ୍ର ଶାଖା ପାଇଁ ୬୨ଟି ପଦବୀକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ January 25, 2021 admin 0 Comments Read more
Fast News ପୁରୀ ପିପିଲି ଉପନିର୍ବାଚନ ପାଇଁ CEOଙ୍କ ପ୍ରସ୍ତୁତି ଆରମ୍ଭ । ଆସନ୍ତାକାଲିଠୁ ଆରମ୍ଭ ହେବ ତାଲିମ ପ୍ରକ୍ରିୟା । କୋଭିଡ ଗାଇଡ୍ଲାଇନ ଦୃଷ୍ଟିରୁ କରାଯିବ ଅଧିକ ସଂଖ୍ୟକ ବୁଥ୍ । ପ୍ରତି ବୁଥରେ ହଜାରେ ଜଣ ଭୋଟରଙ୍କ ମତଦାନ ପାଇଁ ବ୍ୟବସ୍ଥା । ନିର୍ବାଚନ କମିସନଙ୍କ ତାରିଖ ଘୋଷଣା ପରେ ତ୍ବରାନ୍ବିତ ହେବ କାର୍ଯ୍ୟ January 25, 2021 admin 0 Comments Read more
Fast News ବ୍ରହ୍ମପୁର: ଲକ୍ଷ୍ମୀବିହାର ଦ୍ୱିତୀୟ ଲେନ୍ରେ ନକଲି ପାଣି ଫ୍ୟାକ୍ଟ୍ରି ସିଲ୍, ଚଢ଼ାଉ କରି ନକଲି ସାମଗ୍ରୀ ଜବତ କଲା ବଡ଼ବଜାର ପୁଲିସ୍ January 24, 2021 admin 0 Comments Read more
Fast News କେନ୍ଦୁଝର ଜୁଡ଼ିଆ ଘାଟି ନିକଟରୁ ୯୦୦ରୁ ଅଧିକ ଗୋରୁ ଉଦ୍ଧାର, ବେଆଇନ ଗୋଚାଲାଣ ଅଭିଯୋଗରେ ଟାଉନ ପୋଲିସ ଦ୍ବାରା ୪ ଗିରଫ, ଉଦ୍ଧାର ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କଲା ପୋଲିସ January 24, 2021 admin 0 Comments Read more
Fast News ବ୍ରହ୍ମପୁର ବଡ଼ବଜାର ଗଣେଶ ନଗରରୁ ନକଲି ସସ୍ କାରଖାନା ଠାବ, କାରଖାନାରେ ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ଚିଲି, ଟମାଟୋ ଓ ସୋୟା ସସ୍, ଜଣେ ମହିଳା ଅଟକ, ବଡ଼ବଜାର ପୋଲିସର ତଦନ୍ତ ଜାରି January 23, 2021 admin 0 Comments Read more