ନୂଆଦିଲ୍ଲୀରେ ଚାଲିଥିବା କୃଷକ-କେନ୍ଦ୍ର ସରକାର ତୃତୀୟ ବୈଠକ ସକାରାତ୍ମକ, ବିନା ସହମତିରେ ଶେଷ, ପୁଣି ଡିସେମ୍ବର ୩ରେ ବସିବ କୃଷକ-ସରକାର ବୈଠକ, ସୁଫଳ ମିଳିବା ଯାଏ ଆନ୍ଦୋଳନ ଜାରି ରଖିବାକୁ ଚାଷୀଙ୍କ ନିଷ୍ପତ୍ତି, କୃଷକଙ୍କ ଦାବିକୁ ଗୁରୁତ୍ବ ଦିଆଯାଉଥିବା କୃଷିମନ୍ତ୍ରୀ ତୋମାରଙ୍କ ସୂଚନା

Read more

୧୫ ଡିଗ୍ରୀ ତଳେ ରାଜ୍ୟର ୧୧ ସହରର ତାପମାତ୍ରା । ୯ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର । ଦାରିଙ୍ଗବାଡି ୯.୫, ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨, ବାରିପଦା ୧୨.୪, ଭବାନୀପାଟଣା ୧୨.୮, କୋରାପୁଟ ୧୩, ଝାରସୁଗୁଡା ୧୩.୨, ବଲାଙ୍ଗିର ୧୪, କଟକ ୧୪.୮, ଭୁବନେଶ୍ବର ତାପମାତ୍ରା ୧୬ ଡିଗ୍ରୀ ସେଲ୍‌ସିୟସ୍

Read more

ଆମାଜନରେ ନିର୍ମାଲ୍ୟ ବିକ୍ରି କରାଯାଉଥିବା ଅଭିଯୋଗ । ଅଭିଯୋଗ ଆଣିଲେ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଆମାଜନ କିପରି ବିକ୍ରି କରୁଛି, କିଏ ଅନୁମତି ଦେଇଛି ସେନେଇ ପୁରୀ ସିଂହଦ୍ଵାର ଥାନାରେ ଅଭିଯୋଗ କଲେ

Read more

ପରୀକୁ ନ୍ୟାୟ ପାଇଁ ଦିଲ୍ଲୀ ଓଡ଼ିଶା ଭବନ ସାମ୍ନାରେ BJP ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ବରେ ଆନ୍ଦୋଳନ । ଆବାସିକ କମିସନରଙ୍କ କାର୍ଯ୍ୟାଳୟ ଆଗରେ ବି ଆନ୍ଦୋଳନ । ପରୀକୁ ନ୍ୟାୟ ଓ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ

Read more

ଅନିର୍ଦ୍ଦିଷ୍ଟ କାଳ ଯାଏ ବିଧାନସଭା ମୁଲତବୀ । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । ୩୦ଟି କାର୍ଯ୍ୟ ଦିବସ ପୂର୍ବର ବନ୍ଦ ହେଲା ବିଧାନସଭା । ଡିସେମ୍ବର ୩୧ ଯାଏ ଚାଲିବାର ଥିବା ବିଧାନସଭା । ଚଳିତ ଅଧିବେଶନରେ ୧୦ଟି କାର୍ଯ୍ୟ ଦିବସ ହୋଇଛି

Read more

କଟକରେ ପୋଲିସର ଦାଦାବଟିକୁ ନା ଅଭିଯାନ । କୁଖ୍ୟାତ ଅପରାଧୀ ଭରତ ଭୂଷଣ ସ୍ବାଁଇକୁ ତଡ଼ିପାର ନିର୍ଦେଶ । ପୋଲିସ କମିସନର ଦେଲେ ତଡ଼ିପାର ନିର୍ଦେଶ । ୧୫ଟି ସଙ୍ଗୀନ ଅପରାଧରେ ଜଡ଼ିତ ଭରତ ଭୂଷଣ । ଡି-ବ୍ରଦର୍ସଙ୍କ ସହଯୋଗୀ ଭରତ ଭୂଷଣ

Read more

କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ, ବୟାଳିଶ ମୌଜା ଶ୍ରୀରାମବଜାର ଅଞ୍ଚଳରୁ ଏହାକୁ ଠାବ କଲା ପୁଲିସ୍, ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ସହିତ କେମିକାଲ ଓ ଯନ୍ତ୍ରାଂଶ ଜବତ, ଜଣେ ଅଟକ

Read more

ଅଭୟକାନ୍ତ ପାଠକ ଓ ଆକାଶଙ୍କ ସପକ୍ଷରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ । IFS ଅଭୟକାନ୍ତ ପାଠକ ହେଉଛନ୍ତି ଜଣେ ବେଷ୍ଟ ଅଫିସର । ତାଙ୍କ ନାଁରେ ଯଦି କିଛି ପ୍ରମାଣ ଅଛି ଯୋଗାଡ଼ କର । IFS ଅଭୟକାନ୍ତ ପାଠକଙ୍କୁ ସରକାରୀ ଘର ମିଳିନଥିଲା । ୨୦୧୮ ଫେବ୍ରୁଆରିରୁ ଆକାଶ ପାଠକ ଚାକିରି କରିଛନ୍ତି : ପ୍ରଦୀପ

Read more