ସର୍ବଦଳୀୟ ବୈଠକ ପରେ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବିବୃତି । ରାଜ୍ୟର ସବୁ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ନକଲି ଚାଷୀ ଧରାପଡ଼ିଲେ ରୁଜୁ ହେବ ଫୌଜଦାରୀ ମାମଲା । ମନ୍ତ୍ରୀଙ୍କ ବିବୃତି ପରେ ହଟିଲା ଅଚଳାବସ୍ଥା । ଗୃହରେ ସାଧାରଣ ବଜେଟ ଉପରେ ଆଲୋଚନା ଜାରି

Facebook Comments

Leave a Reply

Your email address will not be published. Required fields are marked *