ମୟୂରଭଞ୍ଜ ଉଦଳା ରେଞ୍ଜରେ ବନ କର୍ମଚାରୀଙ୍କୁ ପଥରରେ ଆକ୍ରମଣ, ଶିକାରୀଙ୍କ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର, ଜମୁ ଡିହା ଗାଁରେ ଚଢ଼ାଉ କରିଥିଲେ ବନ କର୍ମଚାରୀ, ସମ୍ବର ମାଂସ ଓ ୨ଟି ବନ୍ଧୁକ ଜବତ କରିଥିଲେ ବନ କର୍ମଚାରୀ, ଜବତ କରି ଫେରିବା ବେଳେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ଶିକାରୀ

Facebook Comments

Leave a Reply

Your email address will not be published. Required fields are marked *