- ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୪ ଲକ୍ଷ ୯୫ ହଜାର ୩୩୯କୁ ବୃଦ୍ଧି, ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୨୬ ଲକ୍ଷ ୫୧ ହଜାର ୫୨୫କୁ ବୃଦ୍ଧି, ୮ କୋଟି ୮୨ ଲକ୍ଷ ୨୩ ହଜାର ୬୧୪ ସୁସ୍ଥ, ୨ କୋଟି ୧୯ ଲକ୍ଷ ୧୭ ହଜାର ୨୨୨ ଚିକିତ୍ସାଧୀନ, ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୪ ହଜାର ୯୫୮
- ଆଜି ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ ମ୍ୟାଚ୍, ବିଶ୍ଵର ସର୍ବବୃହତ ଷ୍ଟାଡ଼ିୟମ ମୋଟେରା ,ଅହମଦାବାଦରେ ପିଙ୍କ୍ ବଲ୍ରେ ଖେଳାଯିବ ଟେଷ୍ଟ ମ୍ୟାଚ୍, ଟେଷ୍ଟ ସିରିଜ୍ ଏବେ ୧-୧ରେ ସମାନ ସ୍ଥିତିରେ ଅଛି