ଗଞ୍ଜାମ ଗୋଳନ୍ଥରାରେ ୯ ବର୍ଷର ନାବାଳିକାକୁ ହତ୍ୟା ଉଦ୍ୟମ ଘଟଣା । ନାବାଳିକାର ଗଳା କାଟିବା ଆଗରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ସୂଚନା । ସୂଚନା ଦେଲେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର । ପୀଡ଼ିତା ନାବାଳିକା କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ । ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୋଳନ୍ଥରା ପୋଲିସ

Facebook Comments

Leave a Reply

Your email address will not be published. Required fields are marked *