ପୁରୀ ଶ୍ରୀମନ୍ଦିର ଜୋତା ଷ୍ଟାଣ୍ଡ ନିକଟରେ ଅଘଟଣ। ଜୋତାଷ୍ଟାଣ୍ଡ ବ୍ଯାରିକେଡରେ ମୁଣ୍ଡ ପୁରାଇ ଭବାନୀପାଟଣାରୁ ଆସିଥିବା ଏକ ପରିବାରର ଶିଶୁ କନ୍ୟା ଆହତ । ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବ୍ୟାରିକେଡ ଲୁହା ପାଇପ୍ କାଟି ଶିଶୁକନ୍ଯାକୁ ଉଦ୍ଧାର କରାଗଲା

Facebook Comments

Leave a Reply

Your email address will not be published. Required fields are marked *