- ବ୍ରହ୍ମପୁରରେ ଚାକିରି ଆଳରେ ଠକେଇ ନେଇ ଆକାଶ ପାଠକ ଲିଙ୍କ୍ ପ୍ରସଙ୍ଗ, DSP ବିକାଶ ବେଉରିଆଙ୍କ ନେତୃତ୍ବରେ ୭ ଜଣିଆ ଟିମ୍ର ତଦନ୍ତ, ଟାଟା୍ ମୋଟର୍ସର ଏମ୍ଡି ଦର୍ଶାଇ ଆକାଶ ଠକୁଥିବା ଅଭିଯୋଗ, ଠକେଇର ଶିକାର ହୋଇଥିବା ଓ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ରେ କିଛି ୧୪ ଜଣଙ୍କୁ ପଚରାଉଚରା କରାଯାଇଛି
- ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୦୧ ଜଣଙ୍କ ଜୀବନ । ଦେଶରେ ଦିନକରେ ୩୬ ହଜାର ୬୦୪ କୋରୋନାରେ ଆକ୍ରାନ୍ତ । ମୋଟ ଆକ୍ରାନ୍ତ ସଂଖ୍ୟା ୯୪ ଲକ୍ଷ ୯୯ ହଜାର ୪୧୩କୁ ବୃଦ୍ଧି । ମୋଟ ଆକ୍ଟିଭ କେସ୍- ୪,୨୮,୬୪୪, ସୁସ୍ଥ-୮୯,୩୨,୬୪୭