ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ ମାଡ଼, ମଦ କାରବାର ଉପରେ ଚଢ଼ାଉ ପାଇଁ ଯାଇଥିବା ବେଳେ ଘେରି ପିଟିଲେ, ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ, ଅବକାରୀ କର୍ମଚାରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କଲେ, ପୁଲିସ୍‌ ସହାୟତାରେ ଅବକାରୀ କର୍ମଚାରୀ ଉଦ୍ଧାର, ୨ ଅଟକ

Facebook Comments

Leave a Reply

Your email address will not be published. Required fields are marked *