ଡ୍ରଗ୍ସ ସେବନ ମାମଲା: ୪ ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂହଙ୍କୁ ଗିରଫ କଲା NCB । ଆଜି ସକାଳେ ଭାରତୀଙ୍କ ଅନ୍ଧେରୀସ୍ଥିତ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲା NCB । ଭାରତୀ ଓ ସ୍ବାମୀ ହର୍ଷ ଗଞ୍ଜେଇ ସେବନ କରୁଥିବା ସ୍ବୀକାର କରିଛନ୍ତି । ଲାପ୍‌ଟପ୍ ଜବତ କରିବା ସହ ଭାରତୀଙ୍କୁ ମାରାଥନ ଜେରା କରାଯାଇଥିଲା

Leave a Reply

Your email address will not be published. Required fields are marked *