- ଜଗତସିଂହପୁର ଏରସମାର ଜପାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ
- କାଲି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ । ଦଳୀୟ କାର୍ଯ୍ୟାଳୟରେ ହେବ ସମାବେଶ । ଭିସିରେ ଉପସ୍ଥିତ ରହି କର୍ମୀମାନଙ୍କୁ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ