ଆସନ୍ତା ୨୯ରେ ଖୋଲିବ ଯାଜପୁରର ମା’ ବିରଜା ମନ୍ଦିର । ସକାଳ ୫ରୁ ସନ୍ଧ୍ୟା ୫ଟା ଯାଏ ଦର୍ଶନ କରିପାରିବେ ଭକ୍ତ । ଜାନୁଆରି ୧, ୨ ଓ ୩ ତାରିଖରେ ମନ୍ଦିର ବନ୍ଦ ରହିବ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲାପାଳ

Facebook Comments

Leave a Reply

Your email address will not be published. Required fields are marked *