ଅଡୁଆରେ ବରିଷ୍ଠ IAS ଅଧିକାରୀ ବିଷ୍ଣୁପଦ ସେଠୀ । ସମବାୟ ବିଭାଗର ଆର୍ଥିକ ଅନିୟମିତତା ମାମଲାରେ ଛନ୍ଦି ହେଲେ । ୨ ମାସରେ ରିପୋର୍ଟ ଦେବାକୁ ତଦନ୍ତ ନିର୍ଦେଶକଙ୍କୁ ଲୋକାୟୁକ୍ତଙ୍କ ନିର୍ଦେଶ । ସମବାୟ ସଚିବ ଥିବା ବେଳେ ବେଆଇନ ଟଙ୍କା ଉଠାଣ ଅଭିଯୋଗ

Facebook Comments

Leave a Reply

Your email address will not be published. Required fields are marked *