କଟକ CDA ମଧୁସୂଦନ ସେତୁ ନିକଟରୁ ୧.୩୮ କେଜି ବ୍ରାଉନସୁଗାର ଜବତ, ୩ ଗିରଫ । କୋଲକାତାରୁ ବ୍ରାଉନସୁଗାର ଆଣି ଉପକୂଳବର୍ତ୍ତି ଜିଲ୍ଲାରେ ବିକ୍ରି କରୁଥିଲେ ଅଭିଯୁକ୍ତ । ଗୋଟିଏ ବାଇକ, ଗୋଟିଏ କାର ଓ ୪ ମୋବାଇଲ ଜବତ । ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ।

Facebook Comments

Leave a Reply

Your email address will not be published. Required fields are marked *