୫୫ ନଂ ଜାତୀୟରାଜପଥ ଏକ ଟ୍ରକ ଠିଆ ହୋଇଥିବା ବେଳେ ଏକ ଯାତ୍ରୀବାହି ବସ ଟ୍ରକ ପଛ ପଟକୁ ଧକ୍କା ଦେଇଥିବାର ସୂଚନା । ବସ ର ଗୋଟିଏ ପାର୍ଶ୍ୱ ଭାଙ୍ଗି ଯାଇଥିବା ବେଳେ ବସ ରେ ଥିବା ପ୍ରାୟ ୧୦୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବସଟି ତାଳଚେର ଅଭିମୁଖେ ଯାଉଥିଲା । ତେବେ ଘଟଣା ସ୍ଥଳରୁ ଚାଳକ ଫେରାର ଅଛି ।

Facebook Comments

Leave a Reply

Your email address will not be published. Required fields are marked *