ତୈଳ ଦର ବୃଦ୍ଧି ପରେ ବୃଦ୍ଧି ପାଇଲା ବସ୍ ଭଡ଼ା, ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ।

ତୈଳ ଦର ବୃଦ୍ଧି ପରେ ବୃଦ୍ଧି ପାଇଲା ବସ୍ ଭଡ଼ା, ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି । ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି, ଡିଲକ୍ସ ଭଡ଼ା ୧.୨୯ରୁ ୧.୩୫, AC ଡିଲକ୍ସ ୧.୫୭ରୁ ୧.୬୩ ପଇସାକୁ ବୃଦ୍ଧି, ସୁପର ପ୍ରିମିୟମ ୨.୪୪ ପଇସାରୁ ୨.୫୩ ପଇସାକୁ ବୃଦ୍ଧି

Leave a Reply

Your email address will not be published. Required fields are marked *