- ରାଜ୍ୟ ତମାମ ନାଇଟ କର୍ଫ୍ୟୁ ନିମନ୍ତେ ବ୍ୟାପକ ପୁଲିସ ବନ୍ଦୋବସ୍ତ: ସାରା ରାଜ୍ୟ ପାଇଁ ମୁତୟନ ହେବେ ମୋଟ ୧୪୦ ପ୍ଲାଟୁନ ଫୋର୍ସ, ଟୁଇନ ସିଟି ପାଇଁ ୪୦ ପ୍ଲାଟୁନ ଓ ପୁରୀ ଜିଲ୍ଲା ପାଇଁ ୨୩ ପ୍ଲାଟୁନ ଫୋର୍ସ
- ଜାନୁଆରି ୧ରୁ JIOର ଘରୋଇ ଭଏସ କଲ୍ ମାଗଣା । JIOରୁ ଅନ୍ୟ ସମସ୍ତ ନେଟୱର୍କକୁ ଭଏସ କଲ୍ ମାଗଣା । ଆଉ ଦେବାକୁ ପଡ଼ିବନି ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ-IUC । IUC ବନ୍ଦ ହେବାରୁ ସମସ୍ତ ଘରୋଇ ଭଏସ କଲ୍ ମାଗଣା ହେବ