- ପରୀ ହତ୍ୟା ମାମଲାରେ ଯୁଦୁପୁର ସମେତ ୩ଟି ସ୍ଥାନରେ SITର ଛାନଭିନ । ପରୀର ମାଆ, ବାପାଙ୍କ ଅଭିଯୋଗ କ୍ରମେ ବାବୁଲି ନାୟକଙ୍କୁ ଜେରା । ବାବୁଲିଙ୍କୁ ନୟାଗଡ଼ ଟାଉନ ଥାନାରେ ଏସଆଇଟିର ଜେରା । ସର୍କିଟ ହାଉସରେ ପୋଲିସ କର୍ମଚାରୀଙ୍କୁ ବି SITର ପଚରାଉଚରା
- କୋରାପୁଟ: ଜଣେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ଆରକେ ଗ୍ରୁପରେ ଏସିଏମ କ୍ୟାଡର ଭାବେ କାମ କରୁଥିଲେ । ୭ ବର୍ଷ ତଳେ ମାଓ ସଂଗଠନରେ ଯୋଗ ଦେଇଥିଲେ ।