ଭୁବନେଶ୍ବରରେ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି, ବିମାନ ବନ୍ଦରରେ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ସ୍ବାଗତ, ୧୨୦ ବାଟାଲିଅନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି, ଆଜି ୧୨୦ ବାଟାଲିଅନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, କାଲି ସୈନିକ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଚଣ୍ଡି ପ୍ରସାଦ

Facebook Comments

Leave a Reply

Your email address will not be published. Required fields are marked *