- ଟେଷ୍ଟ ଚାମ୍ପିଅନସିପ୍ ତାଲିକାର ନମ୍ବର ୧ରେ ଭାରତ, ବ୍ରିସ୍ବେନ୍ ଟେଷ୍ଟ ଜିତିବା ପରେ ଭାରତ ୧ ନମ୍ବରରେ, ମ୍ୟାଚ୍ ହାରିବା ପରେ ଅଷ୍ଟ୍ରେଲିଆ ତୃତୀୟ ନମ୍ବରକୁ ଖସିଲା
- ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ, ବିଜୟ ପରେ ଭାରତୀୟ ଟିମ୍ ପାଇଁ ପୁରସ୍କାର ଘୋଷଣା କଲା BCCI, ୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା BCCI