ରାଜ୍ୟରେ ନଦୀ କୂଳ ଓ ଘାଟରେ ଛଟ୍‌ ପୂଜା ଓ ସମୂହ ସ୍ନାନ ନିଷେଧ । କୋରୋନା ଦୃଷ୍ଟିରୁ ନିଷେଧାଦେଶ ଜାରି କଲେ ସ୍ବତନ୍ତ୍ର ରିଲିଫ କମିସନର । ନଭେମ୍ବର ୨୦ ଓ ୨୧ ତାରିଖରେ ନିଷେଧାଦେଶ କାର୍ଯ୍ୟକାରୀ ହେବ । ଛଟ୍‌ ପୂଜା ସମୟରେ ଜନ ସମାଗମ ରୋକିବାକୁ ସରକାରଙ୍କ ନିଷ୍ପତ୍ତି । ଉଲ୍ଲଂଘନକାରୀ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଦଣ୍ଡିତ ହେବେ

Facebook Comments

Leave a Reply

Your email address will not be published. Required fields are marked *