ମେ ୫ରୁ ହେବ CICSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା। ISC ଦ୍ବାଦଶ ଶ୍ରେଣୀ ପରୀକ୍ଷା ବି ମେ ୫ରୁ ଆରମ୍ଭ ହେବ। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପିଲାଙ୍କୁ ଦିଆଯିବ ପ୍ରଶ୍ନପତ୍ର। ଦ୍ବାଦଶ ଶ୍ରେଣୀ ପାଇଁ ଏପ୍ରିଲ ୮ ଓ ୯ରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ଜୁଲାଇ ସୁଦ୍ଧା ପରୀକ୍ଷାର୍ଥୀଙ୍କ ସ୍କୁଲକୁ ଜଣାଇ ଦିଆଯିବ ପରୀକ୍ଷା ଫଳ

Facebook Comments

Leave a Reply

Your email address will not be published. Required fields are marked *