- ଆମାଜନରେ ନିର୍ମାଲ୍ୟ ବିକ୍ରି କରାଯାଉଥିବା ଅଭିଯୋଗ । ଅଭିଯୋଗ ଆଣିଲେ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଆମାଜନ କିପରି ବିକ୍ରି କରୁଛି, କିଏ ଅନୁମତି ଦେଇଛି ସେନେଇ ପୁରୀ ସିଂହଦ୍ଵାର ଥାନାରେ ଅଭିଯୋଗ କଲେ
- ସାତଦରିଆ ପାରିରେ କାର୍ତ୍ତିକ ପୂଣ୍ଣିମା ପାଳନ ।ଦୁବାଇ ଓଡିଆ ସମାଜ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଇଛି। ପ୍ରବାସୀ ଓଡ଼ିଆମାନଙ୍କ ଦ୍ବାରା ପାରମ୍ପାରିକ ପ୍ରଥାରେ ବୋଇତ ବନ୍ଦାଣ ଆୟୋଜିତ ହୋଇଛି ।