ରାଜ୍ୟରେ ଫେରିଲା ଶୀତ ଲହରି । ୯ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ । ୫.୮ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର । ଝାରସୁଗୁଡ଼ା ୭.୬, ଦାରିଙ୍ଗବାଡ଼ି ୮, ସୁନ୍ଦରଗଡ଼ ୮.୫, କେନ୍ଦୁଝର ୯.୯, ବଲାଙ୍ଗିର ୧୦, ସୋନପୁର ୧୦.୨, ଭବାନୀପାଟଣା ୧୦.୫, ସମ୍ବଲପୁର ୧୦.୮, ଭୁବନେଶ୍ବର ୧୬ ଓ କଟକ ୧୫ ଡିଗ୍ରୀ ସେଲ୍‌ସିଅସ

Facebook Comments

Leave a Reply

Your email address will not be published. Required fields are marked *