- ରାଉରକେଲାରେ ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ୧୪୩ ନମ୍ବର ଜାତୀୟ ରାଜପଥ ବାଲୁଘାଟ ନିକଟରେ ଗଛରେ ପିଟି ହେଲା ବସ୍, ଲାଠିକଟାରୁ ରାଉରକେଲା ଆସୁଥିଲା ମାଆ ତାରିଣୀ ବସ, ୧୫ ଗୁରୁତର ଓ ଆହତମାନେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି
- ଝାରସୁଗୁଡ଼ା ଲଇକେରା ଥାନା ବାଗଡିହି ରେଲ ଷ୍ଟେସନରେ ଦୁର୍ଘଟଣା, ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର, ଅଳ୍ପକେ ବର୍ତ୍ତିଲେ ଆଉ ଜଣେ ଯୁବତୀ, ମୃତ ଯୁବତୀଙ୍କ ବୟସ ୧୯ ବର୍ଷ, ଆହତ ଯୁବକଙ୍କ ବୟସ ୨୦ ବର୍ଷ, ଉଭୟ ବେଲପାହାଡ଼ ଅଞ୍ଚଳର ହୋଇଥିବା ସୂଚନା