ମୟୂରଭଞ୍ଜ ମୋରଡ଼ାର ମହୁଲବଣି ଗାଁରେ ଗୋଷ୍ଠୀ ସଂଘର୍ଷରୁ ହତ୍ୟା । ସରକାରୀ ଜମି ଜବରଦଖଲକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ହଣାକଟା । ଟାଙ୍ଗିଆ ଚୋଟରେ ନାବାଳକ ଛାତ୍ର ମୃତ, ଅଭିଯୁକ୍ତ ଫେରାର । ହତ୍ୟା ଅଭିଯୁକ୍ତକୁ ଗିରଫ ପାଇଁ ମୋରଡ଼ା ପୋଲିସର ଉଦ୍ୟମ ଜାରି

Facebook Comments

Leave a Reply

Your email address will not be published. Required fields are marked *