ତେଲ ଦର ବୃଦ୍ଧି ପ୍ରତିବାଦରେ ଜୁନ ୧୧ରେ କଂଗ୍ରେସର ଆନ୍ଦୋଳନ । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ସକାଳ ୭ଟାରୁ ୧୧ଟା ଯାଏ ବିକ୍ଷୋଭ କରିବେ କର୍ମୀ । ଗତ ୫ ମାସରେ ୪୩ ଥର ତେଲ ଦର ବଢ଼ିଥିବାରୁ ପ୍ରତିବାଦ । ସାଇକେଲ, ରିକ୍ସା, ବଳଦ ଗାଡ଼ି ଓ ଟ୍ରଲିରେ ଆସିବେ ବିକ୍ଷୋଭକାରୀ ।

Facebook Comments

Leave a Reply

Your email address will not be published. Required fields are marked *