ନିଆଳି: ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କଲେ କଟକ ଉପଜିଲ୍ଲାପାଳ, ଗାଁରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିବା ଓ ୧୪ ପଜିଟିଭ ଚିହ୍ନଟ ପରେ ନିଆଯାଇଛି ଏହି ପଦକ୍ଷେପ, ଆଜି ସକାଳ ୬ଟାରୁ ୪ ତାରିଖ ଯାଏଁ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି

Facebook Comments

Leave a Reply

Your email address will not be published. Required fields are marked *