Fast News ନିଆଳି: ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କଲେ କଟକ ଉପଜିଲ୍ଲାପାଳ, ଗାଁରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିବା ଓ ୧୪ ପଜିଟିଭ ଚିହ୍ନଟ ପରେ ନିଆଯାଇଛି ଏହି ପଦକ୍ଷେପ, ଆଜି ସକାଳ ୬ଟାରୁ ୪ ତାରିଖ ଯାଏଁ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି December 26, 2020 admin 0 Comments Facebook Comments