ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୨୧୦କୁ ବୃଦ୍ଧି ।

ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୨୧୦କୁ ବୃଦ୍ଧି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଅନୁଗୁଳ, ବରଗଡ଼,କଟକ ଓ ସୁନ୍ଦରଗଡ଼ରେ ୪ ଜଣ ଲେଖାଏଁ ମୃତ ବୌଦ୍ଧ ଓ କଳାହାଣ୍ଡିରେ ୩ ଜଣ ଲେଖାଏଁ କୋଭିଡ ଆକ୍ରାନ୍ତ ମୃତ

ବାଲେଶ୍ବର, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ାରେ ୨ ଜଣ ଲେଖାଏଁ ମୃତ । ପୁରୀ ଓ ରାୟଗଡ଼ାରେ ମଧ୍ୟ ୨ ଜଣ ଲେଖାଏଁ କୋଭିଡ ରୋଗୀ ମୃତ । ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରେ ଜଣେ ଲେଖାଏଁ ମୃତ

Facebook Comments

Leave a Reply

Your email address will not be published. Required fields are marked *