ରାଜ୍ୟରେ ଆଉ ୧୪ ଜୀବନ ନେଲା କୋରୋନା । ଭୁବନେଶ୍ବରରୁ ସର୍ବାଧିକ ୪ ଜଣଙ୍କ ଜୀବନ ନେଲା କୋରୋନା । କଟକ ଓ ଜଗତସିଂହପୁରରୁ ୨ ଜଣ, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର, ସମ୍ବଲପୁରରୁ ଜଣେ ଲେଖାଏଁ କୋରୋନାରେ ମୃତ । କୋରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୧୩୫କୁ ବୃଦ୍ଧି

Leave a Reply

Your email address will not be published. Required fields are marked *