- ତିର୍ତ୍ତୋଲ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପୂର୍ବ ମାର୍କ ଜାଲିଆତି ବିବାଦକୁ ନେଇ ବିଜେଡ଼ିକୁ ଘେରିବେ ବିଜେପି ଓ କଂଗ୍ରେସ
- ଫ୍ରାନ୍ସରେ କର୍ଫ୍ୟୁ ଘୋଷଣା କଲେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । କୋରୋନା ମହାମାରୀର ଦ୍ବିତୀୟ ଲହରିକୁ ଦୃଷ୍ଟିରେ ରଖି ଘୋଷଣା । ୪ ସପ୍ତାହ ପାଇଁ ପ୍ୟାରିସ ସମେତ ୯ ସହରରେ କର୍ଫ୍ୟୁ ଜାରି ନିର୍ଦେଶ । କୋରୋନାର ପ୍ରଥମ ଲହରି ଫ୍ରାନ୍ସରେ ନେଇଛି ୩୨,୯୪୨ ଜୀବନ