ଦେଶରେ ଦିନକରେ କୋରୋନାରେ ୬୮୦ ମୃତ: ୬୭ ହଜାର ୭୦୮ ପଜିଟିଭ । ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୧ ହଜାର ୨୬୬କୁ ବୃଦ୍ଧି । ପଜିଟିଭ୍‌ ସଂଖ୍ୟା ୭୩ ଲକ୍ଷ ୭ ହଜାର ୯୭କୁ ବୃଦ୍ଧି । ଦିନକରେ ୮୧ ହଜାର ୫୧୪ ସୁସ୍ଥ । ଆରୋଗ୍ୟ ହେଲେଣି ୬୩.୮୩ ଲକ୍ଷ । ୮ ଲକ୍ଷ ୧୨ ହଜାର ୩୯୦ କୋରୋନା ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ

Facebook Comments

Leave a Reply

Your email address will not be published. Required fields are marked *