ରାଜ୍ୟରେ ଦିନକରେ ଆଉ ୩୬୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରେ ଦିନକରେ ଆଉ ୩୬୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ସଂଗରୋଧରୁ ୨୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୧ ରୋଗୀ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୮୪ ଜଣ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା
୧୦,୬୬,୧୫୫କୁ ବୃଦ୍ଧି, ଏଯାଏ ସୁସ୍ଥ ହେଲେଣି ୧୦,୪୫, ୯୭୧ ରୋଗୀ ।
୧୧୬୬୩ ଜଣ ଏବେ ବି ଚିକିତ୍ସାଧୀନ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ କୋରୋନା ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼ ୫୮୨, ସମ୍ବଲପୁର ୩୭୨, କଟକ ୩୧୦, ପୁରୀ ୧୦୦
ମୟୂରଭଞ୍ଜ ୮୦, ଯାଜପୁର ୭୮, ଅନୁଗୁଳ ୫୫, ବରଗଡ଼ ୪୮
କେନ୍ଦୁଝର ୪୪, ନବରଙ୍ଗପୁର ୪୪, ଗଞ୍ଜାମ ୪୨, କୋରାପୁଟ ୩୬

ବଲାଙ୍ଗିର ୩୫, ସୁବର୍ଣ୍ଣପୁର ୩୩, ନୂଆପଡ଼ା ୨୩, ରାୟଗଡ଼ା ୨୧
ଦେବଗଡ଼ ୨୦, ଭଦ୍ରକ ୧୮, ଜଗତସିଂହପୁର ୧୭, ଗଜପତି ୧୫
ବାଲେଶ୍ବର ୧୪, କଳାହାଣ୍ଡି ୧୩, ନୟାଗଡ଼ ୧୦, କେନ୍ଦ୍ରାପଡ଼ା ୧୦
କନ୍ଧମାଳ ୬, ଢେଙ୍କାନାଳ ୫ ଏବଂ ବୌଦ୍ଧରୁ ୨ ଆକ୍ରାନ୍ତ ଚିହ୍ନଟ

Leave a Reply

Your email address will not be published. Required fields are marked *