Fast News ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୦୧ ଜଣଙ୍କ ଜୀବନ । ଦେଶରେ ଦିନକରେ ୩୬ ହଜାର ୬୦୪ କୋରୋନାରେ ଆକ୍ରାନ୍ତ । ମୋଟ ଆକ୍ରାନ୍ତ ସଂଖ୍ୟା ୯୪ ଲକ୍ଷ ୯୯ ହଜାର ୪୧୩କୁ ବୃଦ୍ଧି । ମୋଟ ଆକ୍ଟିଭ କେସ୍- ୪,୨୮,୬୪୪, ସୁସ୍ଥ-୮୯,୩୨,୬୪୭ December 2, 2020 admin 0 Comments Facebook Comments