- ୫ ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି । କୋରୋନା ନେଗେଟିଭ ରିପୋର୍ଟ ଦେଖାଇ ଦିଲ୍ଲୀ ଯାଇହେବ । ୫ ରାଜ୍ୟ- ମହାରାଷ୍ଟ୍ର, କେରଳ, ଛତିଶଗଡ଼, ଏମ୍ପି ଓ ପଞ୍ଜାବ । ୨୬ ଫେବ୍ରୁଆରିରୁ ମାର୍ଚ ୧୫ ଯାଏ ନିଷ୍ପତ୍ତି ଲାଗୁ
- ଯାଜପୁର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପିହୁ ନିଖୋଜ ଘଟଣା, ଭୁବନେଶ୍ୱର ଆସୁଥିବା ପିହୁର ମା’ଙ୍କୁ କଟକରୁ ଉଠାଇ ନେଲା ପୁଲିସ, ଚାଉଳିଆଗଂଜ ଥାନାକୁ ନେଇ ପିହୁର ମା’ଙ୍କୁ ପଚରାଉଚରା, ନିଜ ହେପାଜତରେ ନେଇ ପୁଲିସ ତାଙ୍କୁ ଭୁବନେଶ୍ୱର ନେଉଥିବା ସୂଚନା