ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ପଜିଟିଭ, ୨ ହଜାର ୨୩ ଜଣଙ୍କ ମୃତ୍ୟୁ, ଦେଶରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି,ଦେଶରେ ୨୧ ଲକ୍ଷ ୫୭ ହଜାର ୫୩୮ ଚିକିତ୍ସାଧୀନ, ୧ କୋଟି ୩୨ ଲକ୍ଷ ୭୬ ହଜାର ୩୯ ଜଣ ସୁସ୍ଥ

Facebook Comments

Leave a Reply

Your email address will not be published. Required fields are marked *