ରାଜ୍ୟରେ ଦିନକରେ ଆଉ ୧୬୯ କୋରୋନା ଆକ୍ରାନ୍ତ ଚିହ୍ନଟ |ଜଣେ ମୃତ ସଂଗରୋଧରୁ ୯୭ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ରୋଗୀ ଚିହ୍ନଟ| ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୨ ହଜାର ୬୪୧କୁ ବୃଦ୍ଧି । ୧ ହଜାର ୯୨୨ ଜଣ କୋଭିଡ ରୋଗୀ ଚିକିତ୍ସାଧିନ ।

ରାଜ୍ୟରେ ଦିନକରେ ଆଉ ୧୬୯ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ ସଂଗରୋଧରୁ ୯୭ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ରୋଗୀ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୨ ହଜାର ୬୪୧କୁ ବୃଦ୍ଧି । ୧ ହଜାର ୯୨୨ ଜଣ କୋଭିଡ ରୋଗୀ ଚିକିତ୍ସାଧିନ ।

Leave a Reply

Your email address will not be published. Required fields are marked *