- ବାଲେଶ୍ବର ଗଡ଼ଗଡ଼ିଆ ଛକ ସଞ୍ଜୟ ହାଇଟ୍ସ ଆପାର୍ଟମେଣ୍ଟ ନିକଟରେ ଗୁଳିମାଡ଼ । ଦୋକାନୀ ଆନନ୍ଦ ସିଂଙ୍କୁ ଗୁଳି ମାରିଲେ ଅବସରପ୍ରାପ୍ତ ପ୍ରଫେସର । ପାର୍କିଂକୁ ନେଇ ଗୁଳିକାଣ୍ଡ, ଗୁରୁତର ଅବସ୍ଥାରେ ଆନନ୍ଦ ସିଂ କଟକ ସ୍ଥାନାନ୍ତରିତ । ଅଭିଯୁକ୍ତ ପ୍ରଫେସର ଲକ୍ଷ୍ମଣ ବେହେରାଙ୍କୁ ଗିରଫ କଲା ଟାଉନ ପୋଲିସ
- ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ଉଦବୋଧନ । ଅପରାହ୍ନ ୧୨ଟାରେ ଭିଡିଓ ବାର୍ତ୍ତା ଜରିଆରେ କରିବେ ସମ୍ବୋଧନ ।