ରାଜ୍ୟରେ ଦିନକରେ ଆଉ ୭୧ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୪୩ ଓ ସ୍ଥାନୀୟ ଅଞ୍ଚଳରୁ ୨୮ ରୋଗୀ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨କୁ ବୃଦ୍ଧି । ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୫୬୯ ଜଣ, ୬୫୨ ଏବେ ବି ଚିକିତ୍ସାଧୀନ ।

Facebook Comments

Leave a Reply

Your email address will not be published. Required fields are marked *