ରାଜ୍ୟରେ କରୋନା ନେଲା ୨୭ ଜଣଙ୍କ ଜୀବନ। ମୋଟ ମୃତ୍ୟୁସଂଖ୍ୟା ୨୪୩୦ରେ ପହଞ୍ଚିଲା। ଆଜି ଚିହ୍ନଟ ହେଲେ ୧୨,୫୨୩ ଆକ୍ରାନ୍ତ। ଖୋର୍ଦ୍ଧାରୁ ସର୍ବାଧିକ ୧୮୪୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ।

Facebook Comments

Leave a Reply

Your email address will not be published. Required fields are marked *