ରାଜ୍ୟରେ ଦିନକରେ ୨୨୮ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ରୋଗୀ ଚିହ୍ନଟ, ୨୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୨ ଜଣ, ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୮୩୪କୁ ବୃଦ୍ଧି, ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୪ ହଜାର ୫୯୪ରୋଗୀ, ୧ ହଜାର ୭୨୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *