ରାଜ୍ୟରେ ଦିନକରେ ଆଉ ୭ ହଜାର ୩୯୫ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୪,୧୬୯ ଓ ସ୍ଥାନୀୟ ଅଞ୍ଚଳରୁ ୩,୨୨୬ ରୋଗୀ ଚିହ୍ନଟ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪କୁ ବୃଦ୍ଧି । ଏଯାଏ ସୁସ୍ଥ ହେଲେଣି ୭ ଲକ୍ଷ ୨୪ ହଜାର ୪୦୨ ଜଣ ରୋଗୀ । ୭୮ ହଜାର ୬୮୭ ଜଣ ରୋଗୀ ଏବେ ବି ଚିକିତ୍ସାଧୀନ

Facebook Comments

Leave a Reply

Your email address will not be published. Required fields are marked *