ରାଜ୍ୟରେ ଦିନକରେ ଆଉ ୪ ହଜାର ୩୩୯ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨,୪୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧,୮୬୪ ରୋଗୀ ଚିହ୍ନଟ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧କୁ ବୃଦ୍ଧି ।

Facebook Comments

Leave a Reply

Your email address will not be published. Required fields are marked *