ରାଜ୍ୟରେ ଆଉ ୨ ହଜାର ୬୯୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୧୩ ଆକ୍ରାନ୍ତ ଚିହ୍ନଟ | କ୍ୱାରେଣ୍ଟାଇନରୁ ୧,୫୬୮, ଲୋକାଲ୍ କେସ୍ ୧,୧୨୯ ଚିହ୍ନଟ | ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୩୫ ଚିହ୍ନଟ |

Leave a Reply

Your email address will not be published. Required fields are marked *