ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୭,୬୪, ୩୨୯କୁ ବୃଦ୍ଧି । ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୫ କୋଟି ୬୮ ଲକ୍ଷ ୯୪ ହଜାର ୧୨୫ । ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮କୋଟି ୭ ଲକ୍ଷ ୫ ହଜାର ୭୪୨ । ବିଶ୍ବର ୨୧୮ ଦେଶର କାୟା ମେଲାଇଛି କୋରୋନା

Facebook Comments

Leave a Reply

Your email address will not be published. Required fields are marked *