ବନ୍ଦ ହେବନି ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା କୋଭିଡ ହସ୍ପିଟାଲ, ରୋଗୀ ସଂଖ୍ୟା ହ୍ରାସ ଯୋଗୁଁ ବନ୍ଦ ନେଇ ୨ଦିନ ତଳେ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ, କୋରୋନାର ଦ୍ବିତୀୟ ଲହରୀ ଦୃଷ୍ଟିରୁ ନିଷ୍ପତ୍ତି ବଦଳିଲା, ୫୫ଟି ଆଇସିୟୁ ବେଡ ସହ ରୋଗୀଙ୍କ ଚିକିତ୍ସା ଚାଲିବ ବୋଲି ସୂଚନା ଦେଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

Leave a Reply

Your email address will not be published. Required fields are marked *