- ପାରାଦୀପ: ନକଲି କୋଭିଡ୍ ସାର୍ଟିଫିକେଟ ଦେଇ ବନ୍ଧା ହେଲେ ଯୁବକ। ଆବଶ୍ୟକତାରୁ ଫାଇଦା ଉଠାଇ ଟଙ୍କା ନେଇ ସାର୍ଟିଫିକେଟ ଦେଉଥିଲେ। ଅଭୟଚାନ୍ଦପୁର ଥାନା ପାଖରୁ ତାଙ୍କୁ ଗିରଫ କଲା ପୁଲିସ୍, ସାର୍ଟିଫିକେଟ ପ୍ରସ୍ତୁତିରେ ବ୍ୟବହୃତ କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀ ଜବତ
- ଭୁବନେଶ୍ବର: ୧୦ ମାସ ପରେ ଖୋଲିଲା କୋରୋନା ପାଇଁ ବନ୍ଦ ଥିବା ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି; ଦର୍ଶକଙ୍କ କୋଭିଡ୍ ସୁରକ୍ଷା ପାଇଁ ନିଆଯାଇଛି ପଦକ୍ଷେପ