ଛତିଶଗଡ଼-ଓଡ଼ିଶା ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ର ଗୃହ ସଚିବଙ୍କୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ । ଅତି କମରେ ୧୫ ଦିନ ପାଇଁ ବନ୍ଦ କରିବାକୁ କଲେ ଅନୁରୋଧ । ଏବେ ଛତିଶଗଡ଼-ଓଡ଼ିଶା ମଧ୍ୟରେ ୧୮ ଟ୍ରେନ୍‌ ଚଳାଚଳ କରୁଛି

Facebook Comments

Leave a Reply

Your email address will not be published. Required fields are marked *