କଟକ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦଲାଲ ହଟାଅ ଅଭିଯାନ । ଘରୋଇ ଆମ୍ବୁଲାନ୍ସକୁ ବଡ଼ ଡାକ୍ତରଖାନା ପରିସର ମନା । ରୋଗୀ ଛାଡ଼ିବା ପରେ ମେଡିକାଲରେ ରହି ପାରିବନି ଘରୋଇ ଆମ୍ବୁଲାନ୍ସ । ଦଲାଲଙ୍କ କଥାରେ ନ ପଡ଼ିବାକୁ ସବୁ ୱାର୍ଡରେ ସଚେତନ କରାଯିବ । ମେଡିକାଲ କର୍ମଚାରୀ ସଂପୃକ୍ତ ଥିଲେ ହେବ କାର୍ଯ୍ୟାନୁଷ୍ଠାନ

Facebook Comments

Leave a Reply

Your email address will not be published. Required fields are marked *