- କଟକ SCB ମେଡିକାଲ ପରିସରରେ ଉଦ୍ଘାଟିତ ହେଲା VRDL, VRDL-ଭୂତାଣୁଜନିତ ରୋଗ ଗବେଷଣା ଓ ନିରୂପଣ ପରୀକ୍ଷାଗାର, VRDLରେ ହେବ କୋଭିଡ୍ ସମେତ ଅନ୍ୟ ଭୂତାଣୁଜନିତ ରୋଗର ପରୀକ୍ଷା,୭୧ କୋଟିର ପରୀକ୍ଷାଗାର ଉଦ୍ଘାଟନ କଲେ ସାଂସଦ ଭର୍ତ୍ତୃହରି ମହତାବ, RDC, ଜିଲ୍ଲାପାଳ ଓ ସିଏମ୍ସି କମିସନର ଉପସ୍ଥିତ
- ସାମ୍ନାକୁ ଆସିଲା ବିଜେଡିରୁ ନିଲମ୍ବିତ ଜୀବନ ପ୍ରଦୀପ ଦାସ ଙ୍କ ଭାଇରଲ ଅଡିଓ : ବିଜେପିକୁ ଭୋଟ ଦେବାପାଇଁ କହୁଥିଲେ ବୋଲି ମାନିଲେ ଜୀବନ