ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ଦର୍ପନାରାୟଣପୁର ନିକଟସ୍ଥ କାଳିଆଷଣ୍ଢ ଜଙ୍ଗଲ ମଧ୍ୟରୁ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ଶବ ନିକଟରୁ ପଡ଼ିଥିବା ଭ‌ୋଟର ପରିଚୟପତ୍ରରୁ ମୃତକଙ୍କ ନାମ ବଳଭଦ୍ର ବଳିୟାରସିଂହ(୨୭) ଓ ତାଙ୍କ ଘର ନୟାଗଡ଼ ଇଟାମାଟି ଥାନା ଅଧୀନ ଲାଠିପଡ଼ାରେ ବୋଲି ଜଣାପଡ଼ିଛି।

Facebook Comments

Leave a Reply

Your email address will not be published. Required fields are marked *