ବଲାଙ୍ଗୀର : ତେଲନଦୀକୁ ଡେଇଁ ପଡ଼ିଥିବା ଦୁଇ ଭଉଣୀଙ୍କ ଘଟଣା । ୩ଦିନ ପରେ ୨ଭଉଣୀଙ୍କ ମୃତଦେହ ଉଦ୍ଧାର କଲା ପୁଲିସ । ତରଭାର ବଡକେନ୍ଦା ନଦୀ କୂଳରୁ ସାନଭଉଣୀର ମୃତଦେହ ଉଦ୍ଧାର । ବୌଦ୍ଧ ଜହ୍ନାପଙ୍କ ମହାନଦୀ ପଠାରୁ ବଡ଼ଭଉଣୀର ମୃତଦେହ ଉଦ୍ଧାର । ଗତ ୧୫ତାରିଖରେ ତେଲନଦୀକୁ ଡେଇଁ ପଡିଥିଲେ ୨ ଯୁବତୀ ।

Leave a Reply

Your email address will not be published. Required fields are marked *